Mamata Banerjee’s Clarifications Amid BJP Flak, Says Never Threatened Doctors

Mamata Banerjee’s Clarifications Amid BJP Flak, Says Never Threatened Doctors
ନିଆଁ ତାତିରେ ନରମିଲେ ମମତା, କହିଲେ ଏମିତି କିଛି
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବ୍ୟାକଫୁଟରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣା ନେଇ ଚାରିଆଡୁ ମମତାଙ୍କୁ ଜୋରଦାର ବିରୋଧ । ବିକ୍ଷୋଭ, ବିରୋଧ ଓ ସମାଲୋଚନାରେ ଘେରି ହୋଇଯାଇଛନ୍ତି ଦିଦି । ଏଣେ ଏକ ବିବାଦୀୟ ବୟାନ ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି ମମତା ବାନାର୍ଜୀ ।
#kolkata #rgkarmedicalcollegeandhospital #mamatabanerjee #BJP #clarification #doctersprotest #odishasambad
***
This is an official YouTube Channel of Odisha’s leading 24×7 Odia news website http://www.odishasambad.in. Part of Bhubaneswar-based Frontier Media, which also owns
Odisha’s premier English news website http://www.odishabytes.com and dedicated education & employment news website http://www.educationbytes.in
***
Disclaimer: The visuals used in this video are not intended at infringement of copyright. It is purely meant for news purpose.